ଏକ ଇଲେକ୍ଟ୍ରୋନିକ୍-ୱାଲେଟ୍ (ଇ-ୱାଲେଟ୍) ହେଉଛି ଏକ ଇଲେକ୍ଟ୍ରୋନିକ୍ ଆପ୍ଲିକେସନ୍‌ ଯାହା ବ୍ୟବହାରକାରୀଙ୍କ ଦ୍ୱାରା କରେନ୍ସୀ ସହିତ ପୂର୍ବରୁ ଲୋଡ୍‌ କରାଥାଏ। ସେଗୁଡ଼ିକୁ ପାରମ୍ପାରିକ-ୱାଲେଟ୍ ତୁଳନାରେ ଅଧିକ ସୁବିଧାଜନକ ବନାଇବା ପାଇଁ ଡିଜାଇନ୍ କରାଯାଇଛି, ଯାହା ସାମଗ୍ରୀ କିଣିବା, ୟୁଟିଲିଟି ବିଲ୍ ପଇଠ କରିବା ଇତ୍ୟାଦି ପରି ଅନଲାଇନ୍ ଇ-କମର୍ସ ଦେଣନେଣକୁ ସକ୍ଷମ କରିଥାଏ। ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପଏଣ୍ଟ ଅଫ୍‌ ସେଲ୍‌ ଏବଂ ପିଅର୍‌-ଟୁ-ପିଅର୍ ଦେଣନେଣକୁ ସମର୍ଥନ କରିବା ପାଇଁ “ଆପ୍ସ” ମାଧ୍ୟମରେ ଡାଉନଲୋଡ୍ କରିବା ପାଇଁ ଇ-ୱାଲେଟ୍‌ର ଏକ ବଡ଼ ସଂଖ୍ୟା ଅନଲାଇନ୍‌ରେ ପ୍ରଦାନ କରାଯାଇଥାଏ।

ଇ-ୱାଲେଟ୍ ବ୍ୟବହାର କରିବା ସମୟରେ ଡିଜିଟାଲ୍ ବ୍ୟବହାରକାରୀମାନେ ଏହାର ବ୍ୟବହାର, ବିପଦ ଏବଂ ସୁରକ୍ଷିତ ଅନଲାଇନ୍ ଅଭ୍ୟାସଗୁଡ଼ିକ ବିଷୟରେ ସଚେତନ ରହିବେ।